ସୁହୋତ୍ର Suhotra

  • ସଂ. ବି. ପୁଂ (ନାମ) — ଚନ୍ଦ୍ରବଂଶୀୟ ବୃହଦଷୁ ରାଜାଙ୍କର ପୁତ୍ର (ମହାଭାରତ, ହରିବଂଶ) — Name of a prince of the Lunar Dynasty
  • ସଂ. ବି. ପୁଂ (ନାମ) — ସହ— ଦେବଙ୍କ ଏକ ପୁତ୍ର (ହି. ଶ) — A son of Sabadeba
  • ସଂ. ବି. ପୁଂ (ନାମ) — ଧୃତରାଷ୍ଟ୍ରଙ୍କ ଏକ ପୁତ୍ର (ହି. ଶ) — A son of Dhrutarāshṭra
  • ସଂ. ବି. ପୁଂ (ନାମ) — ବୈଦିକ ଋଷିବିଶେଷ (ହି. ଶ) — Name of a Vedic sage
  • ସଂ. ବି. ପୁଂ (ନାମ) — ଦୈତ୍ୟବିଶେଷ (ହି. ଶ) — Name of a demon