ସୁହୃତ୍ Suhṛut

  • ସଂ. ବି [ବହୁବ୍ରୀହି; ସୁ=ଶୋଭନ+ହୃତ୍=ହୃଦୟ; ଯାହାର] — ମିତ୍ର — Friend
  • ସଂ. ବି [ବହୁବ୍ରୀହି; ସୁ=ଶୋଭନ+ହୃତ୍=ହୃଦୟ; ଯାହାର] — ସଦାନୁମତ ସଙ୍ଗୀ; ପ୍ରକୃତ ବନ୍ଧୁ — A true or constant friend
  • ସଂ. ବି [ବହୁବ୍ରୀହି; ସୁ=ଶୋଭନ+ହୃତ୍=ହୃଦୟ; ଯାହାର] — ସଖା — A boon companion
  • ସଂ. ବି [ବହୁବ୍ରୀହି; ସୁ=ଶୋଭନ+ହୃତ୍=ହୃଦୟ; ଯାହାର] — ଅନ୍ତରଙ୍ଗ ବନ୍ଧୁ — Intimate friend; bosom friend
  • ସଂ. ବି [ବହୁବ୍ରୀହି; ସୁ=ଶୋଭନ+ହୃତ୍=ହୃଦୟ; ଯାହାର] — [ଜ୍ୟୋତିଷ]— ଲଗ୍ନର ଚତୁର୍ଥ ବା ମିତ୍ର ସ୍ଥାନ — (Astrology) The 4th house from the 'Lagna.'
  • ସଂ. ବିଣ — ଉତ୍ତମହୃଦୟବିଶିଷ୍ଟ [ହି. ଶ] — Good-hearted