ସୁହାସିନୀ Suhāsinī
- ସଂ. ବିଣ. ସ୍ତ୍ରୀ (ସୁହାସ+ଇନ୍+ସ୍ତ୍ରୀ ଈ) — ସୁନ୍ଦର ହାସ୍ୟ— ଯୁକ୍ତା — (woman) Having a smiling face
- ସଂ. ବିଣ. ସ୍ତ୍ରୀ (ସୁହାସ+ଇନ୍+ସ୍ତ୍ରୀ ଈ) — ପ୍ରସନ୍ନବଦନା — Having a cheerful face
- ସଂ. ବିଣ. ସ୍ତ୍ରୀ (ସୁହାସ+ଇନ୍+ସ୍ତ୍ରୀ ଈ) — ମୃଦୁହାସ୍ୟକାରୀ — Smiling
- ସଂ. ବିଣ. ସ୍ତ୍ରୀ (ସୁହାସ+ଇନ୍+ସ୍ତ୍ରୀ ଈ) — (ଉ—ସୁହାସିନୀ ଉଷାଦେବୀ ଆଲୋକ— ନନ୍ଦିନୀ ବନ୍ଦେ ଭକ୍ତିଭରେ ଯେବେ ତୋର ପଦତଳେ— ମଧୁସୂଦନ, କବିତା)