ସୁହାଗ Suhāga

  • ଦେ. ବି (ସଂ. ସୌଭାଗ୍ୟ; ପ୍ରା. ସୌହାଗ୍ଗ) — ଅତି ସ୍ନେହ — Excessive fondness or affection
  • ଦେ. ବି (ସଂ. ସୌଭାଗ୍ୟ; ପ୍ରା. ସୌହାଗ୍ଗ) — (ଉ—ଦେଖ ଗୋ ମୁରଲୀର ଭାଗ୍ୟ, ଅଧିକେ କୃଷ୍ଣର ସୁହାଗ। ଜଗନ୍ନାଥ, ଭାଗବତ।)
  • ଦେ. ବି (ସଂ. ସୌଭାଗ୍ୟ; ପ୍ରା. ସୌହାଗ୍ଗ) — ସ୍ତ୍ରୀର ସୌଭାଗ୍ୟ ବା ପତିପ୍ରିୟା ହେବା ଅବସ୍ଥା — The state of a woman being loved and fondled by her husband