ସୁହାଗିନୀ Suhāginī
- ଦେ. ବିଣ. ସ୍ତ୍ରୀ — ସ୍ନେହଶୀଳା — Affectionate
- ଦେ. ବିଣ. ସ୍ତ୍ରୀ — (ଉ—ରୂପ ଯୌବନ ଗୁଣ ସର୍ବ, ଭାଜିଲା ସୁହାଗିନୀ ଗର୍ବ। ଭୂପତି, ପ୍ରେମ ପଞ୍ଚାମୃତ।)
- ଦେ. ବିଣ. ସ୍ତ୍ରୀ — ଅତିରିକ୍ତ ସ୍ନେହଶୀଳା — Doting; fond
- ଦେ. ବି. ସ୍ତ୍ରୀ — ସୁଭଗା ସ୍ତ୍ରୀ — A beloved wife
- ଦେ. ବି. ସ୍ତ୍ରୀ — ପତିବିଶିଷ୍ଟା ସ୍ତ୍ରୀ — A woman whose husband is living