ସୁହାଇବା Suhāibā
- ଦେ. କ୍ରି (ସଂ. ସହ୍ ଧାତୁର ଣିଜନ୍ତ) — ସହିବା କ୍ରିୟାର ଣିଜନ୍ତରୂପ — To cause to bear
- ଦେ. କ୍ରି (ସଂ. ସହ୍ ଧାତୁର ଣିଜନ୍ତ) — [ଉ— ସୁହାଇଲା ସଖୀମାନଙ୍କ ପରିହାସ। କୃଷ୍ଣସିଂହ, ମହାଭାରତ, ବନ।]
- ଦେ. କ୍ରି (ସଂ. ସହ୍ ଧାତୁର ଣିଜନ୍ତ) — ସହ୍ୟ ହେବା; ସୁହାଯିବା — To be endured or borne
- ଦେ. କ୍ରି (ସଂ. ସହ୍ ଧାତୁର ଣିଜନ୍ତ) — (ଉ—କଙ୍କଡ଼ାକୁ ଗୋଳିପାଣି ସୁହାଏ। ଢଗ।)