ସୁସ୍ନେହା Susnehā

  • ଦେ. ବିଣ. ସ୍ତ୍ରୀ — ଉତ୍ତମ ସ୍ନେହବିଶିଷ୍ଟା; ସ୍ନେହବତୀ — Very affectionate (woman)
  • ଦେ. ବିଣ. ସ୍ତ୍ରୀ — [ଉ—ବିହୁ ଯାହା ତାହା ସ୍ୱଦେହା ସୁସ୍ନେହା ଜାଣି ତ ଥିବୁ ଅବଶ୍ୟ। ଭଞ୍ଜ, ବୈଦେହୀଶ ବିଳାସ।]