ସୁସ୍ନାତ Susnāta
- ସଂ. ବିଣ (ପୁଂ) (ସୁ+ସ୍ନାତ) — ଯଜ୍ଞଶେଷରେ ସ୍ନାନକାରୀ — One who had his sacrificial bath
- ସଂ. ବିଣ (ପୁଂ) (ସୁ+ସ୍ନାତ) — ସୁନ୍ଦରରୂପେ କୃତସ୍ନାନ — Well-washed
- ସଂ. ବିଣ (ପୁଂ) (ସୁ+ସ୍ନାତ) — ମାଙ୍ଗଲ୍ୟ ଦ୍ରବ୍ୟ ବା ସର୍ବୋଷଧି ମିଶ୍ରିତ ଜଳଦ୍ୱାରା କୃତସ୍ନାନ — Bathed with medicated or auspicious ingredients mixed in water
- ବି (ସୁ+ସ୍ନା ଧାତୁ+ଭାବ. ତ) — ସୁସ୍ନାନ (ଦେଖ) — Susnāna (See)