ସୁସ୍ଥିତ Susthita

  • ସଂ. ବିଣ. ପୁଂ — ଉତ୍ତମରୂପେ ଅବସ୍ଥିତ — Well situated; well positioned
  • ସଂ. ବିଣ. ପୁଂ — ସୁସ୍ଥ (ହି. ଶ) — Healthy
  • ସଂ. ବିଣ. ପୁଂ — ଭାଗ୍ୟବାନ୍ (ହି. ଶ) — Fortunate
  • ସଂ. ବିଣ. ପୁଂ — ପ୍ରସନ୍ନ, ଆନନ୍ଦିତ — Delighted
  • ସଂ. ବି — ଯେଉଁ ବସ୍ତୁର ବା ଘରର ଚାରି ପାଖରେ ବୀଥିକା ବା ମାର୍ଗ ଥାଏ (ହି.ଶ) — A homestead or house having roads on all sides
  • ସଂ. ବି — ଘୋଡ଼ାଙ୍କର ଏକ ରୋଗ (ହି.ଶ) — A kind of horse—disease
  • ସଂ. ବି — [ଦ୍ର—ଏ ରୋଗଗ୍ରସ୍ତ ଘୋଡ଼ା ସବୁବେଳେ ହେଁ ହେଁ ହେଉ— ଥାଏ ଓ ଆପଣା ଦେହକୁ ଆପେ ଦେଖୁଥାଏ—ହି. ଶ।]
  • ସଂ. ବି — (ନାମ) ଜୈନାଚାର୍ଯ୍ୟ ବିଶେଷ (ହି. ଶ) — Name of a Ja̲i̱na preceptor