ସୁସ୍ଥତ୍ୱ Susthatwa

  • ସଂ. ବି (ସୁସ୍ଥ+ଭାବ ତା; ତ୍ୱ) — ନୀରୋଗତା — Good health; freedom from illness
  • ସଂ. ବି (ସୁସ୍ଥ+ଭାବ ତା; ତ୍ୱ) — ସ୍ୱଚ୍ଛନ୍ଦତା — Comfort
  • ସଂ. ବି (ସୁସ୍ଥ+ଭାବ ତା; ତ୍ୱ) — ସୁଖ — Happiness
  • ସଂ. ବି (ସୁସ୍ଥ+ଭାବ ତା; ତ୍ୱ) — ସୁସ୍ଥିରତା — Calmness
  • ସଂ. ବି (ସୁସ୍ଥ+ଭାବ ତା; ତ୍ୱ) — କୁଶଳ; କ୍ଷେମ (ହି. ଶ) — Weal; bliss
  • ସଂ. ବି (ସୁସ୍ଥ+ଭାବ ତା; ତ୍ୱ) — ଆନନ୍ଦ (ହି. ଶ) — Joy