ସୁଷ୍ଠୁ Sushṭhu

  • ସଂ. ଅ (ସୁ+ସ୍ଥା ଧାତୁ+କର୍ତ୍ତୃ. ଉ) — ସୁନ୍ଦର ରୂପେ — Well; excellently
  • ସଂ. ଅ (ସୁ+ସ୍ଥା ଧାତୁ+କର୍ତ୍ତୃ. ଉ) — ସତ୍ୟ — True
  • ସଂ. ଅ (ସୁ+ସ୍ଥା ଧାତୁ+କର୍ତ୍ତୃ. ଉ) — ଶ୍ରେଷ୍ଠ — Excellent; pre-eminent
  • ସଂ. ଅ (ସୁ+ସ୍ଥା ଧାତୁ+କର୍ତ୍ତୃ. ଉ) — ଅତିଶୟ — Very; much
  • ସଂ. ଅ (ସୁ+ସ୍ଥା ଧାତୁ+କର୍ତ୍ତୃ. ଉ) — ଯଥାଯୋଗ୍ୟ — Proper
  • ସଂ. ଅ (ସୁ+ସ୍ଥା ଧାତୁ+କର୍ତ୍ତୃ. ଉ) — ସୁନ୍ଦର — Beautiful