ସୁଷୁମ୍ନା Sushumnā
- ସଂ. ବି (ସୁଷୁ=ଅବ୍ୟକ୍ତ ଶବ୍ଦ+ମ୍ନା ଧାତୁ=ଅଭ୍ୟାସ କରିବା+କର୍ତ୍ତୃ. ଅ+ଆ) — (ଯୋଗଶାସ୍ତ୍ର) ମେରୁଦଣ୍ଡରେ ଥିବା ଇଡ଼ା ଓ ପିଙ୍ଗଳା ନାଡ଼ୀ ମଧ୍ୟସ୍ଥ ନାଡ଼ୀବିଶେଷ — A vein or artery running along the backbone between the two other veins Iṟḍ̠ā and Piṅgaḻā
- ସଂ. ବି (ସୁଷୁ=ଅବ୍ୟକ୍ତ ଶବ୍ଦ+ମ୍ନା ଧାତୁ=ଅଭ୍ୟାସ କରିବା+କର୍ତ୍ତୃ. ଅ+ଆ) — [ଦ୍ର—ନାସିକାର ବାମ ଭାଗରେ ଇଡ଼ା; ଦକ୍ଷିଣ ଭାଗରେ ପିଙ୍ଗଳା ଓ ମଧ୍ୟଭାଗ (ବ୍ରହ୍ମରନ୍ଧ୍ର)ରେ ସୁଷୁମ୍ନା ପ୍ରବାହିତ। ଇଡ଼ା ଚନ୍ଦ୍ରସ୍ୱରୂପା, ପିଙ୍ଗଳା ସୂର୍ଯ୍ୟସ୍ୱରୂପା ଓ ସୁଷୁମ୍ଣା ତ୍ରିଗୁଣାତ୍ମିକା ବା ମତାନ୍ତରରେ ଅଗ୍ନିସ୍ୱରୂପା—ହି. ଶ।]
- ସଂ. ବି (ସୁଷୁ=ଅବ୍ୟକ୍ତ ଶବ୍ଦ+ମ୍ନା ଧାତୁ=ଅଭ୍ୟାସ କରିବା+କର୍ତ୍ତୃ. ଅ+ଆ) — (ବୈଦ୍ଯକ) ନାଭିର ମଧ୍ୟସ୍ଥ ଓ ଶରୀରର ଅନ୍ଯ ନାଡ଼ି— ମାନଙ୍କଦ୍ୱାରା ବେଷ୍ଟିତ ନାଡ଼ିବିଶେଷ (ହି. ଶ) — One of the veins inside the navel