ସୁଷୁପ୍ତି Sushupti
- ସଂ. ବି (ସୁ+ସ୍ୱପ୍ ଧାତୁ+ଭାବ. ତି) — ସୁନିଦ୍ରା; ଗଭୀର ନିଦ୍ରା — Slumber; profound sleep; sound sleep
- ସଂ. ବି (ସୁ+ସ୍ୱପ୍ ଧାତୁ+ଭାବ. ତି) — [ଦ୍ର—ଯେଉଁ ନିଦ୍ରାରେ ପ୍ରାଣୀର କୌଣସି ବାହ୍ୟଜ୍ଞାନ ବା କାମନା ନ ଥାଏ ଓ ଯହିଁରେ କୌଣସି ସ୍ୱପ୍ନ ଦେଖାଯାଏ ନାହିଁ ତାକୁ ସୁଷୁପ୍ତି ବୋଲାଯାଏ।]
- ସଂ. ବି (ସୁ+ସ୍ୱପ୍ ଧାତୁ+ଭାବ. ତି) — (ପାତଞ୍ଜନ ଦର୍ଶନ) ଚିତ୍ତବୃତ୍ତି ବା ଅନୁଭୂତିବିଶେଷ — (Pātanjaḻa philosophy) A kind of mental ecperience
- ସଂ. ବି (ସୁ+ସ୍ୱପ୍ ଧାତୁ+ଭାବ. ତି) — [ଦ୍ର—ଏ ଅବସ୍ଥାରେ ଜୀବ ନିତ୍ୟବ୍ରହ୍ମକୁ ପ୍ରାପ୍ତ ହେଉଥାଏ, କିନ୍ତୁ ଜୀବର ବ୍ରହ୍ମ ପ୍ରାପ୍ତି ବିଷୟରେ ଜ୍ଞାନ ନ ଥାଏ—ହି. ଶ। ସୁଷୁପ୍ତି ଅବସ୍ଥାରେ ମନୁଷ୍ୟ ସ୍ୱର୍ଗଲୋକରେ ବିତରଣ କରେ—ବେଦାନ୍ତ।]