ସୁଶ୍ଳୋକ Suṡḻoka

  • ସଂ. ବିଣ. ପୁଂ (ବହୁବ୍ରୀହି) — ପୁଣ୍ୟଶ୍ଳୋକ; ପୁଣ୍ୟକୀର୍ତ୍ତ (ହି. ଶ) — Of pious memory
  • ସଂ. ବିଣ. ପୁଂ (ବହୁବ୍ରୀହି) — ସୁପ୍ରସିଦ୍ଧ (ହି. ଶ) — Celebrated