ସୁଶ୍ରୁତ Suṡruta

  • ସଂ. ବିଣ — (ସୁ+ଶ୍ରୂତ=ବେଦ; ବହୁବ୍ରୀହି ବେଦରେ ପାରଙ୍ଗମ; ବେଦବିଶାରଦ — Well versed in the Bedas
  • ସଂ. ବିଣ — ଉତ୍ତମରୂପେ ଶୁଣା ଯାଇଥିବା — Distinctly heard
  • ସଂ. ବିଣ — ପ୍ରସିଦ୍ଧ — Celebrated
  • ବି — ହିନ୍ଦୁ ଚିକିତ୍ସା-ଶାସ୍ତ୍ର ପ୍ରଣେତା ଓ ବିଶ୍ୱାମିତ୍ର ମୁନିଙ୍କ ପୁତ୍ର — Name of the son of sage Biswāmitra, the author of the well-known treatise on Hindu medicine
  • ବି — [ଦ୍ର—ଏ କାଶୀକୁ ଯାଇ ଧନ୍ୱନ୍ତରୀଙ୍କ ଅବତାର କାଶୀରାଜ ଦିବୋଦାସଙ୍କଠାରୁ ଚିକିତ୍ସାଶାସ୍ତ୍ର ଶିକ୍ଷା କରିଥିଲେ]
  • ବି — (ଦ୍ୱାପରଯୁଗରେ) ସୁଶ୍ରୁତ ଋଷିଙ୍କ ପ୍ରଣୀତ ଶ୍ରୁତ ସଂହିତା ନାମକ ଚିକିତ୍ସାଗ୍ରନ୍ଥ ବିଶେଷ — Name of the medicinal treatise by sage 'Susruta' (in the Dwāpara age)