ସୁଲୋଚନ Sulochana
- ସଂ. ବିଣ. ପୁଂ (ବହୁବ୍ରୀହି) — ସୁନେତ୍ର; ସୁନ୍ଦର ନୟନ ବିଶିଷ୍ଟ — Having beautiful eyes
- ବି — ମୃଗ; ହରିଣ (ରାଜ ନିର୍ଘଣ୍ଟ) — Deer
- ବି — ଦୁର୍ଯ୍ୟୋଧନ (ଶବ୍ଦ କଳ୍ପଦ୍ରୁମ) — A name of Durjyodhana
- ବି — ଚକୋର (ହି. ଶ) — Coccyster bird
- ବି — (ନାମ) ରୁକ୍ମିଣୀଙ୍କ ପିତା (ହି. ଶ) — Name of Rukmiṇī's father
- ପ୍ରାଦେ. (ଗଞ୍ଜାମ) ବି — ପ୍ରଚକ୍ଷୁ — Spectacles