ସୁଲୋଚନା Sulochanā
- ସଂ. ବିଣ. ସ୍ତ୍ରୀ (ସୁଲୋଚନ+ଆ) — ସୁଲୋଚନର ସ୍ତ୍ରୀଲିଙ୍ଗ — Feminine of Sulochana
- ବି — (ନାମ) ପଦ୍ମପୁରାଣୋକ୍ତ ମାଧବରାଜ ପତ୍ନୀ — Name of the queen of King Mādhaba (described in Padmapurāṇa)
- ବି — [ଦ୍ର—ଏ ପ୍ଲକ୍ଷ ଦ୍ୱୀପର ଗୁଣାକର ରାଜାଙ୍କ କନ୍ଯା। ଏହାଙ୍କୁ ମାଧବରାଜା ଗାନ୍ଧର୍ବ ବିଧିରେ ବିବାହ କରିଥିଲେ। ଏ ଆଦର୍ଶପତ୍ନୀରୂପେ ସମ୍ମାନିତା—[ପଦ୍ମପୁରାଣ କ୍ରିୟା ଯୋଗସାର।]
- ବି — (ନାମ) ଅପ୍ସରୋବିଶେଷ (ହି. ଶ) — Name of a heavenly nymph
- ବି — (ନାମ) ବାସୁକୀଙ୍କ କନ୍ଯା ଓ ମେଘନାଦଙ୍କ ସ୍ତ୍ରୀ (ହି. ଶ) — Name of a daughter of Bāsukī and wife of Meghanāda
- ଦେ. ବି — ସ୍ତ୍ରୀମାନଙ୍କ ନାମ — A name given to females