ସୁଲେମାନ୍ Sulemān

  • ବୈଦେ. ବି (ଫା) — ମୁସଲମାନୀ ନାମ — A name given to Mahomedans; Suleman
  • ବୈଦେ. ବି (ଫା) — ଇହୁଦୀମାନଙ୍କର ଏକ ପ୍ରାଚୀନ ସମ୍ରାଟ୍ — Suleman, an ancient Jewish Emperor
  • ବୈଦେ. ବି (ଫା) — [ଦ୍ର—ଏହାଙ୍କ ଜନ୍ମ ଖ୍ରୀ. ପୂର୍ବ 1033 ରେ ଓ ମୃତ୍ୟୁ ଖ୍ରୀ. ପୂର୍ବ 935 ରେ ହୋଇଥିବା କଥିତ। ଏହାଙ୍କୁ ଇହୁଦୀମାନେ ଜଣେ ଈଶ୍ୱରପ୍ରେରିତ ଦୂତ ବୋଲି ମାନନ୍ତି। ଦେବତା, ପରୀ ଓ ପଶୁ ପକ୍ଷୀମାନଙ୍କୁ ଏ ବଶ କରିଥିଲେ—ହି. ଶ।] — [ଦ୍ର—ଏହାଙ୍କ ଜନ୍ମ ଖ୍ରୀ. ପୂର୍ବ1033ରେ ଓ ମୃତ୍ୟୁ ଖ୍ରୀ. ପୂର୍ବ935ରେ ହୋଇଥିବା କଥିତ ଏହାଙ୍କୁ ଇହୁଦୀମାନେ ଜଣେ ଈଶ୍ୱରପ୍ରେରିତ ଦୂତ ବୋଲି ମାନନ୍ତି ଦେବତା, ପରୀ ଓ ପଶୁ ପକ୍ଷୀମାନଙ୍କୁ ଏ ବଶ କରିଥିଲେ—ହି. ଶ]
  • ବୈଦେ. ବି (ଫା) — ବେଲୁଚିସ୍ଥାନ ଓ ପଞ୍ଜାବର ମଧ୍ୟରେ ଥିବା ଏକ ପର୍ବତଶ୍ରେଣୀ — The Suleman range of hills between the Punjab and Beluchistan