ସୁଲାନାମା Sulānāmā

  • ବୈଦେ. ବି (କଚିରିଆ) (ଫା. ସୁଲହ୍ ନାମହ୍) — ରଫାନାମା — Deed of amicable settlement
  • ବୈଦେ. ବି (କଚିରିଆ) (ଫା. ସୁଲହ୍ ନାମହ୍) — ସନ୍ଧିପତ୍ର — A document embodying a treaty