ସୁଲଗ୍ନ Sulagna

  • ସଂ. ବି — ଉତ୍ତମ ବା ଶୁଭ ଲଗ୍ନ — Good or auspicious Lagna
  • ସଂ. ବିଣ (ବହୁବ୍ରୀହି) — ଉତ୍ତମ ଲଗ୍ନଯୁକ୍ତ — Having auspicious Lagna
  • ସଂ. ବିଣ (ବହୁବ୍ରୀହି) — ଅତି ଦୃଢ଼ ରୂପେ ଲଗ୍ନ ବା ସଂଯୁକ୍ତ — Very firmly attached