ସୁଲକ୍ଷଣୀ Sulakshaṇī

  • ଦେ. ବିଣ. ସ୍ତ୍ରୀ (ସଂ. ସୁଲକ୍ଷଣ) — ସୁଲକ୍ଷଣ ଯୁକ୍ତା (ସ୍ତ୍ରୀ) — (female) Having good signs
  • ଦେ. ବିଣ. ସ୍ତ୍ରୀ (ସଂ. ସୁଲକ୍ଷଣ) — [ଉ—ଦୁଃଖରେ ସ୍ତମ୍ଭ ପରି ରହିଲେ ସୁଲକ୍ଷଣୀ। କୃଷ୍ଣସିଂହ, ମହାଭାରତ, ଆଦି।]
  • ଦେ. ବିଣ. ସ୍ତ୍ରୀ (ସଂ. ସୁଲକ୍ଷଣ) — ସୌଭାଗ୍ୟବତୀ — Fortunate (woman)
  • ବି — ସ୍ତ୍ରୀ ଲୋକଙ୍କ ନାମ — A name given to females