ସୁଲକ୍ଷ୍ମୀ Sulakshmī

  • ଦେ. ବିଣ. ସ୍ତ୍ରୀ — ସୌଭାଗ୍ୟବତୀ — Fortunate
  • ଦେ. ବିଣ. ସ୍ତ୍ରୀ — [ଉ— ସୁଲକ୍ଷ୍ମୀ ଝିଅ ନବଯୁବା, ତୋତେ ସେ କରୁଥାଇ ବିଭା। ପ୍ରାଚୀ, ନିର୍ଗୁଣ ମାହାତ୍ମ୍ୟ।]