ସୁଲକ୍ଷଣ Sulakshaṇa

  • ସଂ. ବି (କର୍ମଧା) — ଉତ୍ତମ ଲକ୍ଷଣ — Good or characteristic sign
  • ସଂ. ବି (କର୍ମଧା) — ଶୁଭସୂଚକ ଲକ୍ଷଣ — Auspicious sign
  • ବିଣ. ପୁଂ (ବହୁବ୍ରୀହି) — ଶୁଭ ବା ଉତ୍ତମ ଲକ୍ଷଣଯୁକ୍ତ — Having auspicious or characteristic signs
  • ବିଣ. ପୁଂ (ବହୁବ୍ରୀହି) — ଭାଗ୍ୟବାନ୍ (ହି. ଶ) — Fortunate