ସୁରୟାନି Suraj̄āni

  • ବୈଦେ. ବି (ବଙ୍ଗଳା) — ପଠାଣମାନଙ୍କ ଉପାଧିବିଶେଷ (ଜ୍ଞାନେଦ୍ର ଅଭିଧାନ) — A title of Pathans
  • ବୈଦେ. ବି (ବଙ୍ଗଳା) — [ଉ—ସାବାନି, ଲୋହାନି, ଆର୍ ଲୋଦାନି ସୁରଯାନି ଚାର୍ ପାଠାନ୍ ବସିଲେ ନାନା ଜାତ—ବଙ୍ଗଳା, କବିକଙ୍କଣ।]