ସୁର୍ Sur
- ଦେ. ବି (ସଂ. ସ୍ୱର) — ଶବ୍ଦ; ଧ୍ୱନି — Sound
- ଦେ. ବି (ସଂ. ସ୍ୱର) — ସଙ୍ଗୀତର ରାଗ ବା ତାନ — Tune
- ଦେ. ବି (ସଂ. ସ୍ୱର) — ବଙ୍ଗୀୟ ବଂଶୋପାଧିବିଶେଷ — A family title in Bengal
- ବୈଦେ. ବି — (ଫା. ସୁର୍) ସୋର; ଚେତନା — Consciousness
- ବୈଦେ. ବି — (ଫା. ସୁର୍) ଆରମ୍ଭ — Beginning