ସୁରୋତ୍ତମ Surottama

  • ସଂ. ବିଣ (ସୁର+ଉତ୍ତମ; 7 ମୀ ତତ୍) — ଦେବତାମାନଙ୍କ ମଧ୍ୟରେ ଶ୍ରେଷ୍ଠ — Chief amongst the gods
  • ବି — ସୂର୍ଯ୍ୟ (ଶବ୍ଦ କଳ୍ପଦ୍ରୁମ) — The sun
  • ବି — ବିଷ୍ଣୁ (ହି. ଶ) — Bishṇu