ସୁରୋମା Suromā

  • ସଂ. ବିଣ (ପୁଂ ଓ ସ୍ତ୍ରୀ) (ସୁ+ରୋମନ୍; 1 ମା. 1 ବ) — ଉତ୍ତମ ବା ସୁନ୍ଦର ଲୋମବିଶିଷ୍ଟ — Having good fur
  • ସଂ. ବି — ଯଜ୍ଞବିଶିଷ୍ଟ (ହି. ଶ) — A kind of vedic sacrifice