ସୁର୍ମ୍ମି Sūrmmi
- ସଂ. ବି (ଶୂର୍ମିର ଅନ୍ଯରୂପ) — ଲୌହର ବା ଧାତୁର ମୂର୍ତ୍ତି — An image made of iron or other metal (Apte)
- ସଂ. ବି (ଶୂର୍ମିର ଅନ୍ଯରୂପ) — ଲୌହ ନିର୍ମିତ ସ୍ତ୍ରୀ ମୂର୍ତ୍ତି (ହି. ଶ.) — The image of a woman made of iron
- ସଂ. ବି (ଶୂର୍ମିର ଅନ୍ଯରୂପ) — [ଦ୍ର—ମନୁସଂହିତାରେ ଲେଖା ଅଛି ଯେ, ଗୁରୁପତ୍ନୀ — ହରଣ ବା ବ୍ୟଭିଚାର କରିଥିବା ବ୍ୟକ୍ତି ନିଜର ପାପ ପ୍ରକାଶ କରି ଉତ୍ତପ୍ତ ଲୌହଶଯ୍ଯାରେ ଶୋଇ କିମ୍ବା ଉତ୍ତପ୍ତ ସୂର୍ମିକୁ ଆଲିଙ୍ଗନ କରି ମୃତ ହେଲେ, ଉକ୍ତ ପାପରୁ ମୁକ୍ତ ହୁଏ—ମନୁ— 11/103 ।] — [ଦ୍ର—ମନୁସଂହିତାରେ ଲେଖା ଅଛି ଯେ, ଗୁରୁପତ୍ନୀ — ହରଣ ବା ବ୍ୟଭିଚାର କରିଥିବା ବ୍ୟକ୍ତି ନିଜର ପାପ ପ୍ରକାଶ କରି ଉତ୍ତପ୍ତ ଲୌହଶଯ୍ଯାରେ ଶୋଇ କିମ୍ବା ଉତ୍ତପ୍ତ ସୂର୍ମିକୁ ଆଲିଙ୍ଗନ କରି ମୃତ ହେଲେ, ଉକ୍ତ ପାପରୁ ମୁକ୍ତ ହୁଏ—ମନୁ—11/103]
- ସଂ. ବି (ଶୂର୍ମିର ଅନ୍ଯରୂପ) — ଘରର ଖୁମ୍ବ; ସ୍ତମ୍ଭ — The pillar of a house [Apte]
- ସଂ. ବି (ଶୂର୍ମିର ଅନ୍ଯରୂପ) — ପାଣିର ନଳ (ହି. ଶ.) — Water-pipe; water-tube
- ସଂ. ବି (ଶୂର୍ମିର ଅନ୍ଯରୂପ) — ଔଜ୍ଜଲ୍ୟ — Radiance; lustre [Apte]
- ସଂ. ବି (ଶୂର୍ମିର ଅନ୍ଯରୂପ) — ଅଗ୍ନିର ବା ଆଲୋକର ଶିଖା — Flame [Apte]