ସୁର୍ଗୁଜା Sur-gujā
- ଦେ. ବି (ନାମ) — ମଧ୍ୟ ପ୍ରଦେଶର ବର୍ତ୍ତମାନ ଇଷ୍ଟର୍ଣ୍ଣ ଷ୍ଟେଟସ୍ ଏଜେନ୍ସିର ଅନ୍ତର୍ଗତ ଗୋଟିଏ ଦେଶୀୟ ରାଜ୍ୟ — 1. The name of a State in the Central Province included in the present Eastern States Agency; Surguja
- ଦେ. ବି (ନାମ) — ସରଗୁଜା, ଜାଶପୁର, ଉଦୟପୁର ଆଦି ଅଞ୍ଚଳରେ ପ୍ରଚଳିତ ଛତିଶଗଡ଼ୀ ଭାଖାର ଉପଭାଖା — A form of Chhatiṡagaṟḍ̠ī dialect or Eastern Hindi spoken in Surgujā, J̄āṡpur Udaipur etc