ସୁରେଷ୍ଟ Sureshṭa

  • ସଂ. ବି ( 6 ଷ୍ଠି ତତ୍; ସୁର=ଦେବ+ଇଷ୍ଟ=ପୂଜିତ) — ବକ ବା ବଗହୁଳା ବା ଅଗସ୍ତି ଗଛ — Sesbania Grandifloria
  • ସଂ. ବି ( 6 ଷ୍ଠି ତତ୍; ସୁର=ଦେବ+ଇଷ୍ଟ=ପୂଜିତ) — ଶାଳ (ରାଜ ନିର୍ଘଣ୍ଟ) — The Sal tree
  • ସଂ. ବି ( 6 ଷ୍ଠି ତତ୍; ସୁର=ଦେବ+ଇଷ୍ଟ=ପୂଜିତ) — ସୁରପୁନ୍ନାଗ (ରାଜ ନିର୍ଘଣ୍ଟ); ଛୁରିଅନା — Ochrocarpus Longifolius (flowering tree)
  • ସଂ. ବି ( 6 ଷ୍ଠି ତତ୍; ସୁର=ଦେବ+ଇଷ୍ଟ=ପୂଜିତ) — ଶିବମଲ୍ଲୀ (ରାଜ ନିର୍ଘଣ୍ଟ); ବଡ଼ ବକୁଳ ଫୁଲର ଗଛ (ହି. ଶ) — The large-flowered variety of Bakuḻa