ସୁରେଶ୍ୱର Sureṡwara

  • ସଂ. ବି. ପୁଂ ( 6 ଷ୍ଠୀ ତତ୍) — ସୁରେନ୍ଦ୍ର (ଦେଖ) — Surendra (See)
  • ସଂ. ବି. ପୁଂ ( 6 ଷ୍ଠୀ ତତ୍) — ମହାଦେବ; ଶିବ — God; Ṡiba
  • ସଂ. ବି. ପୁଂ ( 6 ଷ୍ଠୀ ତତ୍) — ବ୍ରହ୍ମା (ହି. ଶ) — Brahmā