ସୁରେଶ୍ୱରୀ Sureṡwarī

  • ସଂ. ବି ( 6 ଷ୍ଠୀ ତତ୍) — ଦୁର୍ଗା — Goddess Durgā
  • ସଂ. ବି ( 6 ଷ୍ଠୀ ତତ୍) — ସ୍ୱର୍ଗଗଙ୍ଗା (ଶବ୍ଦ ରତ୍ନାବଳୀ) — The Ganges of the heaven
  • ସଂ. ବି ( 6 ଷ୍ଠୀ ତତ୍) — ଲକ୍ଷ୍ମୀ (ହି. ଶ) — Lakshmī
  • ସଂ. ବି ( 6 ଷ୍ଠୀ ତତ୍) — ରାଧା (ହି. ଶ) — Rādhā