ସୁରେନ୍ଦ୍ର Surendra

  • ସଂ. ବି. ପୁଂ ( 7 ମୀ ତତ୍; ସୁର+ଇନ୍ଦ୍ର) — ଦେବେନ୍ଦ୍ର; ବାସବ; ଇନ୍ଦ୍ର; ଦେବରାଜ — Indra; the king of the gods
  • ସଂ. ବି. ପୁଂ ( 7 ମୀ ତତ୍; ସୁର+ଇନ୍ଦ୍ର) — ଲୋକପାଳ; ରାଜା (ହି. ଶ) — King
  • ଦେ. ବି. ପୁଂ — ଲୋକଙ୍କ ନାମ — A name given to males