ସୁରେଜ୍ୟା Surejyā

  • ସଂ. ବିଣ. ସ୍ତ୍ରୀ — ସୁରେଜ୍ୟର ସ୍ତ୍ରୀଲିଙ୍ଗ — Feminine of Surejya
  • ବି — ତୁଳସୀ (ରାଜନିର୍ଘଣ୍ଟ) — The holy Basil plant
  • ବି — ବ୍ରାହ୍ମୀ (ହି. ଶ) — Brāhmī (See)