ସୁରେଖ Surekha

  • ସଂ. ବିଣ (ସୁ+ରେଖା) — ସୁନ୍ଦର ରେଖାଯୁକ୍ତ — Having beautiful lines
  • ସଂ. ବିଣ (ସୁ+ରେଖା) — ସୁନ୍ଦର — Beautiful
  • ସଂ. ବିଣ (ସୁ+ରେଖା) — (ଉ—ସୁନ୍ଦର ସସ୍ମିତହାସ ମୁଖ, କୁଟିଳ କୁନ୍ତଳ ସୁରେଖ। ଜଗନ୍ନାଥ, ଭାଗବତ।)
  • ଦେ. ବି — ଗଞ୍ଜପା ସାରର ସୂର୍ଯ୍ୟରଙ୍ଗ — A pale blue colour used in painting the 'sun' cards of 'Gan̄japā'