ସୁରେଖା Surekhā

  • ସଂ. ବିଣ. ସ୍ତ୍ରୀ — ସୁରେଖର ସ୍ତ୍ରୀଲିଙ୍ଗ — Feminine of Surekha
  • ସଂ. ବି — ସୁନ୍ଦର ରେଖା — Good line
  • ସଂ. ବି — ହାତଗୋଡ଼ରେ ଥିବା ଶୁଭସୂଚକ ରେଖା (ହି. ଶ) — Auspicious lines in the hands and feet
  • ଦେ. ବି. ସ୍ତ୍ରୀ — ସ୍ତ୍ରୀଲୋକଙ୍କ ନାମ — A name given to females