ସୁରୁସୁରୁ Surusuru
- ଦେ. ଅ (ଧ୍ୱନ୍ୟନୁକରଣ) — ଜଳର ଅତି କ୍ଷୀଣ ଭାବରେ ରେଖା କ୍ରମେ ପତନ ହେବାର ଶବ୍ଦ — Low sound or gurgling of water dropping in a very slender line
- ଦେ. ଅ (ଧ୍ୱନ୍ୟନୁକରଣ) — ସୁଲୁସୁଲୁ (ଦେଖ) — Sulusulu (See)
- ଦେ. ଅ (ଧ୍ୱନ୍ୟନୁକରଣ) — [ଉ— ସୁରୁସୁରୁ ସ୍ୱନେ ଯେବେ କେଦାରେ କାନ୍ତାରେ, ପ୍ରସରେ ମଳୟ ସ୍ରୋତ ପରିମଳ ସଖା। ରାଧାନାଥ, ମହାଯାତ୍ରା।]
- ପ୍ରାଦେ. (ପାଟଣା) ବିଣ (ବହୁବଚନ) — ସାନ ସାନ — Small (plural)