ସୁରୁମା Surumā
- ବୈଦେ. ବି(ଫା. ସୁର୍ମହ୍) — ଆଖିରେ ଅଞ୍ଜନାର୍ଥ ବ୍ଯବହୃତ କଳାଗୁଣ୍ଡା ବିଶେଷ — Galena; a black powder used as a paint for the eye
- ବୈଦେ. ବି(ଫା. ସୁର୍ମହ୍) — ରସାଞ୍ଜନ — Sulphurette of antimony used as collyrium; stilenite
- ବୈଦେ. ବି(ଫା. ସୁର୍ମହ୍) — [ଦ୍ର—ଆଣ୍ଟିମନି ନାମକ ଧାତୁ ଓ ଗନ୍ଧକ ମିଶ୍ରିତ ଏ ନୀଳ— ବର୍ଣ୍ଣ ଖଣିଜ ଦ୍ରବ୍ୟ ପାରସ୍ୟ, ପଞ୍ଜାବ ଓ ବ୍ରହ୍ମଦେଶରେ ମିଳେ। ଏହାର ଚୂର୍ଣ୍ଣ ଚକ୍ଷୁର ଅଞ୍ଜନ ରୂପେ ବ୍ଯବହୃତ ହୁଏ। ବଜାରରେ ଯାହା 'ସୁରୁମା' ବା ସୁର୍ମା ନାମରେ ବିକା ଯାଏ ତାହା ସୀସା ଓ ଗନ୍ଧକର ମିଶ୍ରଣ — (galene).ଏହା କାବୁଲ ଓ ବୋଖାରାରୁ ଆସେ ଛାପାଖାନାରେ ବ୍ଯବହୃତ ସୀସା ଅକ୍ଷର (ଟାଇପ୍)କୁ ଦୃଢ଼ କରିବା ପାଇଁ ଏହା ସୀସାରେ ମିଶାଯାଏ]