ସୁରୁନୂନୀ Surunūnī

  • ପ୍ରାଦେ (ସମ୍ବଲପୁର)ବି — ସାନ ଝିଅ; ସାନ ଟୋକୀ — A very young girl
  • ପ୍ରାଦେ (ସମ୍ବଲପୁର)ବି — [ଉ—ମାଗୁର ମାଛର ମୁଣ୍ଡ ଚେପଟା, ଟେଙ୍ଗାଣା ମାଛର କଣ୍ଟା, ଆମ ସୁରୁନୂନୀ ସପୁର ଅଣ୍ଟା, ଘେନି ଦେବି କୋଷା ମଠା—ଢଗ।]