ସୁରୁଚି Suruchi
- ସଂ. ବି (କର୍ମଧା) — ଶୋଭନରୁଚି; ଅଶ୍ଳୀଳତା ବର୍ଜିତ ରୁଚି — Good taste; taste free from obscenity
- ସଂ. ବି (କର୍ମଧା) — ଅତ୍ୟନ୍ତ ପ୍ରସନ୍ନତା (ହି. ଶ) — Much favourableness
- ସଂ. ବି (କର୍ମଧା) — (ନାମ; ସ୍ତ୍ରୀ) ଧ୍ରୁବଙ୍କ ବିଧାତା — Step-mother of Dhruba
- ସଂ. ବି (କର୍ମଧା) — (ପୁଂ) ଗନ୍ଧର୍ବରାଜବିଶେଷ — Name of a king of the Gandhārbas
- ସଂ. ବି (କର୍ମଧା) — (ନାମ) ଯକ୍ଷବିଶେଷ — Name of a J̄aksha
- ବିଣ — ଶୋଭନ ରୁଚିବିଶିଷ୍ଟ — Of good taste
- ବିଣ — ରୁଚିକର; ସୁନ୍ଦର — Tasteful