ସୁରୁଗୁଡ଼ା Suruguṟḍ̠ā

  • ଦେ. ବିଣ. ପୁଂ ଓ ସ୍ତ୍ରୀ (ସଂ. ଶୀର୍ଣ୍ଣକାୟା) — ଅତି କ୍ଷୀଣ— କାୟ — Very lean
  • ଦେ. ବିଣ. ପୁଂ ଓ ସ୍ତ୍ରୀ (ସଂ. ଶୀର୍ଣ୍ଣକାୟା) — ଶୀର୍ଣ୍ଣ — Emaciated
  • ଦେ. ବିଣ. ପୁଂ ଓ ସ୍ତ୍ରୀ (ସଂ. ଶୀର୍ଣ୍ଣକାୟା) — ହ୍ରସ୍ୱଶରୀରଯୁକ୍ତ; ବାମନ — Dwarfish