ସୁରୁଙ୍ଗାହି Suruṅgāhi

  • ସଂ. ବି (ସୁରୁଙ୍ଗା+ଅହି) — ସିନ୍ଧିଆନ ଚୋର; ସୁରଙ୍ଗଯୁକ୍ତ ଅଧଶ୍ଚୌର; କୁଜମ୍ବିଳ (ଶବ୍ଦରତ୍ନାବଳୀ) — A house breaker, who bores a tunnel into a house