ସୁରୁଖୁରୁ Surukhuru
- ଦେ. ବିଣ (ସଂ. ସୁଚାରୁ; ତୁଳ. ଫା. ସୁର୍ଖୁରୁ=କାନ୍ତି— ବାନ୍; ପ୍ରତିଷ୍ଠିତ; ସମ୍ମାନିତ) — ବିଘ୍ନ— ରହିତ — Free from obstacles
- ଦେ. ବିଣ (ସଂ. ସୁଚାରୁ; ତୁଳ. ଫା. ସୁର୍ଖୁରୁ=କାନ୍ତି— ବାନ୍; ପ୍ରତିଷ୍ଠିତ; ସମ୍ମାନିତ) — ନିର୍ଦ୍ଦ୍ୱନ୍ଦ୍ୱ; ଗୋଳମାଳରହିତ — Free from complications
- ଦେ. ବିଣ (ସଂ. ସୁଚାରୁ; ତୁଳ. ଫା. ସୁର୍ଖୁରୁ=କାନ୍ତି— ବାନ୍; ପ୍ରତିଷ୍ଠିତ; ସମ୍ମାନିତ) — ଶାନ୍ତ; ସୁଶୀଳ — Meek; good
- ଦେ. ବିଣ (ସଂ. ସୁଚାରୁ; ତୁଳ. ଫା. ସୁର୍ଖୁରୁ=କାନ୍ତି— ବାନ୍; ପ୍ରତିଷ୍ଠିତ; ସମ୍ମାନିତ) — ସୁଚାରୁ; ଶୋଭନ; ସୁନ୍ଦର; ସୁଦୃଶ୍ୟ — Beautiful
- ଦେ. ବିଣ (ସଂ. ସୁଚାରୁ; ତୁଳ. ଫା. ସୁର୍ଖୁରୁ=କାନ୍ତି— ବାନ୍; ପ୍ରତିଷ୍ଠିତ; ସମ୍ମାନିତ) — ସହଜ — Easy
- କ୍ରି. ବିଣ — ସୁଚାରୁରୂପେ; ସୁନ୍ଦରରୂପେ — Beautifully
- କ୍ରି. ବିଣ — [ଉ—ସୁରୁଖୁରୁ ଚଳିବ ସଂସାର, ସୂତାକଟା ଆଗ ପରି ହେଲେ ଘର ଘର ଲୋ କୋଇଲି!—ବାଳକୃଷ୍ଣ ଅକାଳ କୋଇଲି।]
- କ୍ରି. ବିଣ — ନିର୍ଦ୍ଦନ୍ଦ୍ୱରେ — Easily
- କ୍ରି. ବିଣ — ନିର୍ବିଘ୍ନରେ — Without any let or hindrance
- କ୍ରି. ବିଣ — [ଉ—କାମଦାମ ସବୁ ସୁରୁଖୁର୍ରେ ହୋଇ ଯାଉଛି—ଭିକାରୀ, ରତ୍ନମାଳା।]