ସୁରାଷ୍ଟ୍ରଜ Surāshṭraja

  • ସଂ. ବିଣ [ସୁରାଷ୍ଟ୍ର+ଜନ୍ ଧାତୁ+କର୍ତ୍ତୃ. ଅ] — ସୁରାଷ୍ଟ୍ର ଦେଶ ଜାତ — Produced in Surat
  • ବି — ତୁବରିକା [ଅମର]; ବନ ତୁଳସୀ — A sort of wild Basil
  • ବି — କୃଷ୍ଣମୁଦ୍ଗ [ରାଜନିର୍ଘଣ୍ଟ] କଳାମୁଗ — A species of Phasoelus Moonga (grain)
  • ବି — ଗୋପୀ ଚନ୍ଦନ; ସୌରାଷ୍ଟ୍ର ମୃତ୍ତିକା (ହି. ଶ) — A kind of yellow earth
  • ବି — ନାଲି କୋଳଥ [ହି. ଶ] — Red horse-gram
  • ବି — ଏକ ପ୍ରକାର ବିଷ [ହି.] — 5. A kind of poison