ସୁରାଷ୍ଟ୍ରଜା Surāsṭrajā

  • ସଂ. ବିଣ. ସ୍ତ୍ରୀ — ସୁରାଷ୍ଟ୍ରଜର ସ୍ତ୍ରୀଲିଙ୍ଗ — Feminine of Surāshṭraja
  • ବି. ସ୍ତ୍ରୀ — ତୁବରୀ (ରାଜ ନିର୍ଘଣ୍ଟ); ଲଣ୍ଡାବଗୁଲୀ — A sort of wild Basil plant
  • ବି. ସ୍ତ୍ରୀ — ସୌରାଷ୍ଟ୍ରୀ; ସୌରାଷ୍ଟ୍ର ମୃତ୍ତିକା (ବୈଦ୍ଯକ) — A sort of fragrant earth