ସୁରାରି ହନ୍ତା Surāri hantā

  • ସଂ ବି ( 6 ଷ୍ଠୀ ତତ୍; ସୁରାରିଦନ୍ତୃ ଶବ୍ଦ; 1 ମା. 1 ବ) — ଦୈତ୍ୟାରି; ବିଷ୍ଣୁ (ତିଥ୍ୟାଦି ତତ୍ତ୍ୱ) — An epithet of Bishṇu