ସୁରାଧ୍ୟକ୍ଷ Surādhyaksha

  • ସଂ. ବି ( 6 ଷ୍ଠୀ ତତ୍; ସୁର+ଅଧ୍ୟକ୍ଷ) — ବ୍ରହ୍ମା (ହି. ଶ) — Brahmā
  • ସଂ. ବି ( 6 ଷ୍ଠୀ ତତ୍; ସୁର+ଅଧ୍ୟକ୍ଷ) — ଶିବ (ହି. ଶ) — Ṡiba
  • ସଂ. ବି ( 6 ଷ୍ଠୀ ତତ୍; ସୁର+ଅଧ୍ୟକ୍ଷ) — ଶ୍ରୀକୃଷ୍ଣ (ହି. ଶ) — Ṡrīkṛushṇa