ସୁରାଟ୍ Surāṭ

  • ଦେ. ବି (ସଂ. ସୌରାଷ୍ଟ୍ର) — ଭାରତର ପଶ୍ଚିମ ଉପକୂଳସ୍ଥ ଗୋଟିଏ ଜିଲ୍ଲା; ନଗର ଓ ବନ୍ଦର; ସୁରତ — Name of a district, town and port in West India
  • ଦେ. ବି (ସଂ. ସୌରାଷ୍ଟ୍ର) — [ଦ୍ର—ଏ ନଗର ବମ୍ବେ ପ୍ରଦେଶଭୁକ୍ତ ଓ ତାପ୍ତୀ ନଦୀର ମୁହାଣରେ ଅବସ୍ଥିତ। ଇଂରାଜ ଇଷ୍ଟ୍ ଇଣ୍ଡିଆ କୋମ୍ପାନୀ ଏଠାରେ ପ୍ରଥମେ ବାଣିଜ୍ୟ କୋଠି ସ୍ଥାପନ କରିଥିଲେ।]
  • ଦେ. ବି (ସଂ. ସୌରାଷ୍ଟ୍ର) — (ସଂ. ସୁ ଓ ରାଷ୍ଟ୍ର)—ଉତ୍ତମ ରାଜ୍ୟ; ଉତ୍ତମ ଦେଶ — A good country or kingdom