ସୁରାଜ୍ୟ Surājya
- ସଂ. ବି — ଉତ୍ତମ ରାଜ୍ଯ — A good kingdom
- ସଂ. ବି — ଯେଉଁ ରାଜ୍ଯରେ ପ୍ରଜାଙ୍କ ହିତ ପ୍ରତି ଦୃଷ୍ଟି ରଖା— ଯାଏ ଓ ଯେଉଁଠାରେ ସୁଖ ଓ ଶାନ୍ତି ବିରାଜୁ ଥାଏ (ହି. ଶ) — A kingdom governed for the benefit of the ruled and where happiness and peace reign
- ଦେ. ବି — ସ୍ୱରାଜ୍ଯ (ଦେଖ) — Swarājya (See)