ସୁରାଚାର୍ୟ୍ୟ Surāchārj̄ya

  • ସଂ. ବି (ସୁର+ଆଚାର୍ଯ୍ୟ; 6 ଷ୍ଠୀ ତତ୍) — ସୁରଗୁରୁ; ବୃହସ୍ପତି (ଅମର) — Bṛuhaspati, the preceptor of the gods; Jupitor